ବହୁ ଚର୍ଚ୍ଚିତ ବେଲେଶ୍ୱର ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ
1 min read
କଟକ: ବହୁ ଚର୍ଚ୍ଚିତ ବେଲେଶ୍ୱର ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଡବଲ ମର୍ଡର ମାମଲାରେ ଅଭିଯୁକ୍ତକୁ ୬ ବର୍ଷ ପରେ ଗିରଫ କରାଯାଇଛି ବୋଲି ପୁଲିସ କମିଶନର ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।
ବେଲେଶ୍ୱରରେ ତ୍ରୀନାଥ ସାମଲ ଏବଂ ତାଙ୍କ ପତ୍ନୀ ବିଦୁଲତା ସାମଲଙ୍କୁ ହତ୍ୟା କରାଯାଇଥିଲା। ୨୦୧୯ ଡିସେମ୍ବରରେ ଘରେ ପଶି ଉଭୟଙ୍କୁ ହତ୍ୟା କରାଯାଇଥିଲା।