୧୦ ରାଜ୍ୟର ରାଜ୍ୟପାଳ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି କଲେ ରାଷ୍ଟ୍ରପତି
1 min readନୂଆଦିଲ୍ଲୀ : ବଦଳିଲେ ୧୦ ରାଜ୍ୟର ରାଜ୍ୟପାଳ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି କଲେ ରାଷ୍ଟ୍ରପତି । ୯ ରାଜ୍ୟରେ ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ବଦଳି କରିବା ସହ । ପଞ୍ଜାବ ରାଜ୍ୟପାଳ ରାଜ୍ୟପାଳ ବନୱାରିଲାଲଙ୍କ ଇସ୍ତଫାକୁ ରାଷ୍ଟପ୍ରତି ଗ୍ରହଣ କରିବା ସହ ୬ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି । ଏଥିସହ ୩ ରାଜ୍ୟର ରାଜ୍ୟର ରାଜ୍ୟପାଳଙ୍କ ପରିବର୍ତ୍ତନ କରିଛନ୍ତି । ଛତିଶଗଡ଼ ରାଜ୍ୟପାଳ ହେଲେ ରାମେନ ଡେକା, ବିଶ୍ୱଭୂଷଣ ହରିଚନ୍ଦନଙ୍କ ସ୍ଥାନରେ ରାମେନ ଡେକାଙ୍କୁ ନିଯୁକ୍ତି, ରାଜସ୍ଥାନ ରାଜ୍ୟପାଳ ହେଲେ ହରିଭାଓ କିଷନରାଓ ବାଗଦେ, ଜିଷ୍ଣୁଦେବ ବର୍ମା ହେଲେ ତେଲେଙ୍ଗାନା ରାଜ୍ୟପାଳ, ସିକ୍କିମ ରାଜ୍ୟପାଳ ହେଲେ ଓମ୍ ପ୍ରକାଶ ମାଥୁର ସନ୍ତୋଷ ଗଙ୍ଗୱାର ଝାଡ଼ଖଣ୍ଡ ରାଜ୍ୟପାଳ ନିଯୁକ୍ତ, ସିଏଚ ବିଜୟଶଙ୍କର ମେଘାଳୟର ନୂଆ ରାଜ୍ୟପାଳ, ସିପି ରାଧାକ୍ରୀଷ୍ଣନ ହେଲେ ମହାରାଷ୍ଟ୍ର ରାଜ୍ୟପାଳ, ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଆସାମ ରାଜ୍ୟପାଳ ନିଯୁକ୍ତ, ମଣିପୁର ରାଜ୍ୟପାଳ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ, ପଞ୍ଜାବ ରାଜ୍ୟପାଳଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି, ବନୱାରିଲାଲ ପୁରୋହିତଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି, ଗୁଲାବ ଚାନ୍ଦ କଟାରିଆ ପଞ୍ଜାବର ନୂଆ ରାଜ୍ୟପାଳ, ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ ଭାବେ ବି ନିଯୁକ୍ତ ହୋଇଛନ୍ତି ।