September 19, 2024

ଭିଜିଲାନ୍ସ ଜାଲରେ କେଶାଇବାହାଲର ଆରଆଇ ଓ ଅମିନ

1 min read

କୁଚିଣ୍ଡା : ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଜାଲରେ କେଶାଇବାହାଲ ଆରଆଇ ଓ ଅମିନ। ଭୂମିହୀନଙ୍କ ଠାରୁ ଜମିଜମା କାଗଜ ବାବଦକୁ ଲଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ସାଲୋହି ଗ୍ରାମର ଶିବ ଚରଣ କଉଡିଙ୍କ ଠାରୁ ୭୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆରଆଇ ତୁଳସା ପ୍ରଧାନ ଓ ଅମିନ ମୁକେଶ ସାହୁଙ୍କୁ ଧରିଛି ଭିଜିଲାନ୍ସ । ଜମିଜମା କାଗଜପତ୍ର ବାବଦକୁ ଉଭୟେ ଶିବ ଚରଣଙ୍କୁ ୧୦ ହଜାର ଟଙ୍କା ଦାବି କରିଥିଲେ । ତେବେ ପୂର୍ବରୁ ୩ହଜାର ଟଙ୍କା ନେଇଥିବା ବେଳେ ଆଜି ୭ହଜାର ଟଙ୍କା ନେଉଥିଲେ।

Leave a Reply

Your email address will not be published. Required fields are marked *