November 22, 2024

ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ: ମନ୍ତ୍ରୀ

1 min read

ଭୁବନେଶ୍ୱର: ସେପ୍ଟେମ୍ବର ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ଏନେଇ ଆଜି ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ଇ-କେୱାଇସି ଯାଞ୍ଚ ଚାଲିଛି। ନୂଆ ରାସନ କାର୍ଡ ପାଇଁ ଇତିମଧ୍ୟରେ ୯ ଲକ୍ଷରୁ ଅଧିକ ଲୋକ ଆବେଦନ କରିସାରିଲେଣି। ଏବେ ବି ଏଥିଲାଗି ଆବେଦନ ଜାରି ରହିଛି।

Leave a Reply

Your email address will not be published. Required fields are marked *