October 18, 2024

ମେ’ ୫ରେ ନିଟ୍ ୟୁଜି ପରୀକ୍ଷା, ଆସିଲା ହଲ୍ ଟିକେଟ୍

1 min read

CREATOR: gd-jpeg v1.0 (using IJG JPEG v80), quality = 60

ଡେସ୍କ: ପ୍ରକାଶ ପାଇଲା ନିଟ୍ ୟୁଜି ଆଡମିଟ୍ କାର୍ଡ ୨୦୨୪। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଗୁରୁବାର ଏହାର ଅଫିସିଆଲ ୱେବସାଇଟରେ ନିଟ୍ ୟୁଜି ୨୦୨୪ ଆଡମିଟ୍ କାର୍ଡ ଜାରି କରିଛି। ପରୀକ୍ଷାର୍ଥୀ ମାନେ neet.ntaonline.in ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ଼ କରିପାରିବେ। ନିଟ୍ ୟୁଜି ୨୦୨୪ ପରୀକ୍ଷା ମେ’ ୫ ତାରିଖ ଅପରାହ୍ନ ୨ଟାରୁ ୫ଟା ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆବେଦନ ନମ୍ବର, ଜନ୍ମ ତାରିଖ ଏବଂ ଅନ୍ୟାନ୍ୟ ବିବରଣୀ ପୁରାଣ କରିବା ପରେ ପରୀକ୍ଷାର୍ଥୀମାନେ ନିଟ୍ ୟୁଜି ୨୦୨୪ ହଲ୍ ଟିକେଟ୍ ଡାଉନଲୋଡ୍ କରିପାରିବେ।

Leave a Reply

Your email address will not be published. Required fields are marked *