ଲେମନ ଗ୍ରାସ ପ୍ଲାଣ୍ଟରେ ଅଗ୍ନିକାଣ୍ଡ
1 min read![](https://www.dinalipi.in/wp-content/uploads/2024/12/fire-1024x768.jpg)
ଲକ୍ଷ୍ମୀପୁର: ନାରାୟଣ ପାଟଣାସ୍ଥିତ ଲେମନ ଗ୍ରାସ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ପ୍ଲାଣ୍ଟ ପରିସରରେ ଶ୍ରମିକମାନେ ରୋଷେଇ କରୁଥିବାବେଳେ ଅଗ୍ନିକାଣ୍ଡ ଘଟିଛି। ୨ଟି ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁଲିଭା କାର୍ଯ୍ୟ ଜାରି ରହିଛି।