November 21, 2024

ଭାରତର ଖାଦ୍ୟ ପ୍ରସଂସ୍କରଣ କ୍ଷେତ୍ରର ବିସ୍ତାରିତ କ୍ଷେତ୍ର

1 min read

ଭାରତ ଅଧୁନା ବିଶ୍ଵର ସବୁଠାରୁ ବଡ଼ ଏବଂ ସବୁଠାରୁ ଦ୍ରୁତ ବର୍ଷମାନ ଅର୍ଥବ୍ୟବସ୍ଲାମାନଙ୍କ ମଧ୍ୟରୁ ଅନ୍ୟତମ ହେବାର ସୌଭାଗ୍ୟ ଅର୍ଜନ କରିଛି ଏବଂ ଏହାର ଖାଦ୍ୟ ପ୍ରସଂସ୍କରଣ ଉଦ୍ୟୋଗ ଆର୍ଥିକ ପ୍ରଗତିକୁ ଗତି ପ୍ରଦାନ କରିବା ସହିତ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ମହତ୍ତ୍ଵପୂର୍ଣ ଭୂମିକା ନିର୍ବାହ କରୁଛି । ଭାରତ ସରକାର ବିଭିନ୍ନ ବ୍ୟାବହାରିକ କାର୍ଯ୍ୟକ୍ରମ ସହିତ ସଂସ୍କାର ମଧ୍ୟ ଏକ ନୂତନ ଯୁଗର ଶୁଭାରମ୍ଭ କରିଛି ଯେଉଁଥିରେ ଭାରତ କ୍ଷିପ୍ର ଗଦିର ବିକାଶ ମାର୍ଗରେ ପହଞ୍ଚି ପାରିଛି । ଦେଶ କେବଳ ଆର୍ଥିକ ଦୃଷ୍ଟିକୋଣରୁ ଅଭୂତପୂର୍ବ ପ୍ରଗଟି ଏବଂ ବିକାଶର ସାକ୍ଷୀ ରୂପେ ଉଭା ହୋଇନାହିଁ, ଅପରରୁ ଏକ ଜୀବର ଏବଂ ବିବିଧତାପୂର୍ଣ ଅର୍ଥବ୍ୟବସ୍ଥା ଦ୍ବାରା ସଞ୍ଚାଳିତ ବୈଦ୍ଧିକ ଶକ୍ତି ଭାବରେ ମଧ୍ୟ ମୁଣ୍ଡ ଟେକିଛଲ ।

ଭାରତ ସରକାରଙ୍କ ପ୍ରଗତିଶୀଳ ନୀତିଗତ ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ କାରଣରୁ ଖାଦ୍ୟ ପ୍ରସଂସ୍କାଣ କ୍ଷେତ୍ରରେ କେବଳ ବର୍ଷ ବର୍ଷ ଧରି ଉଲ୍ଲେଖନୀୟ ଉପଲବ୍ଧ ପ୍ରଦର୍ଶନ କରିନାହିଁ ଏବଂ ଉତ୍ପାଦନର ସକଳ ମୂଲ୍ୟ ବର୍ଣିତ (ଜିଦିଏ)ରେ ୭.୬୬ ପ୍ରତିଶତ ଏବଂ ଆର୍ଥିକ ବର୍ଷ ୨୦୨୨- ୨୩ ଅବସରରେ କୃଷି କ୍ଷେତ୍ରର ଢିଟିଏରେ ୮୪୫ ପ୍ରତିଶଟ ଯୋଗଦାନ ମଧ୍ୟ ପ୍ରଦାନ କରିଛି ।

ସମୃଦ୍ଧ ଏବଂ ବିବିଧତାପୂର୍ଣ କୃଷ୍ଣଗତ ସଂସାଧନ ଦୃଷ୍ଟିରୁ ଗାରତ ବୈଶ୍ୟକ ସ୍ତରରେ ଖାଦ୍ୟ ଉତ୍ପାଦନ ପ୍ରସଙ୍ଗରେ ଏକ ମହତ୍ତ୍ଵପୂର୍ଣ ଶକ୍ତି ଭାବରେ ନିଜକୁ ଉପସ୍ଥାପିତ କରିଛି । ଦୁଗ୍ଧ, ପୋଷକ ଖାଦ୍ୟଶସ୍ୟ, ଖାଦ୍ୟାନ, ଫଳ, ସବୁଜ ପନିପରିବା, ଚା’ ଏବଂ ମାଛ ଭଳି ଅନେକ ଖାଦ୍ୟ ସାମଗ୍ରୀର ସବୁଠାରୁ ବଡ଼ ଉତ୍ପାଦକ ହେବା ଦୃଷ୍ଟିରୁ ଦେଶ ନିଜର ସୁଦୃଢ଼ ଖାଦ୍ୟ ପ୍ରସଂସ୍କରଣ ଆଧାର ପ୍ରସ୍ତୁତ କରିଛି । ଆର୍ଥିକ ବର୍ଷ ୨୦୨୩- ୨୪ରେ ଭାରତର କୃଷି ଖାଦ୍ୟ ରପ୍ତାନୀ ପରିମାଣ ବୃଦ୍ଧି ପାଇ ୪୬.୪ ବିଲିୟନ ଆମେରିକୀୟ ଡଲାରରେ ପଦଛି ଯାହା ଏହି କ୍ଷେତ୍ରର ତୀବ୍ର ପ୍ରଗତିକୁ ଦର୍ଶାଉଛି ଏବଂ ଏହାର ବର୍ମିତ ବୈଶ୍ୱକ ପ୍ରଭାବକୁ ମଧ୍ୟ ପ୍ରତିପାଦିତ କରୁଛି । ଦେଶରୁ ବାହାରକୁ ହେଉଥୁବା ମୋଟ କୃଷି – ଖାଦ୍ୟ ରପ୍ତାନୀ ପରିମାଣରେ ପ୍ରସଂସ୍କୃତ ଖାଦ୍ୟ ପଦାର୍ଥରୁ ବୃଦ୍ଧି ପାଇ ୨୦୨୩-୨୪ରେ ୧୦.୮୮ ବିଲିୟନ ଆମେରିକୀୟ ଡଲାର ହୋଇଛି । ନବାଚାର, ନିବେଶ ଏବଂ ଅନ୍ତଃରାଷ୍ଟ୍ରୀୟ ସହ‌ଯୋଗର ସମୁଚିତ ମିଶ୍ରଣ ସହିତ ଏହି କ୍ଷେତ୍ର ନିଜର କ୍ଷମତାର ସମ୍ପୂର୍ଣ ଉପଯୋଗ କରିପାରିଛି ଏବଂ ଦେଶର ଆର୍ଥିକ ବିକାଶରେ ମହତ୍ତ୍ଵପୂର୍ଣ ଯୋଗଦାନ ଦେବା ନିମନ୍ତେ ନିଜକୁ ପ୍ରସ୍ତୁତ କରୁଛି ।

ଭାରତର ଖାଦ୍ୟ ପ୍ରସଂସ୍କୃଣ କ୍ଷେତ୍ରରେ ଥିବା ଅପାର ସମ୍ଭାବନା ଏବଂ ବିବିଧତାପୂର୍ଣ ଅବସର ଉପଲବ୍ଧ ରହିଛି ଯାହାକି ଏହାର ପ୍ରତ୍ୟେକ ଉପ- କ୍ଷେତ୍ରରର ବିକାଶ ନିମନ୍ତେ ଅପାର ସମ୍ଭାବନା ପ୍ରଦାନ କରୁଛି। ପ୍ରାଦ୍ୟୋଗିବୀର ଆଗମନ ଏହି ଉଦ୍ୟୋଗରେ ଅଧ‌ିକ ନିପ୍ଲନ ଆଣିପାରିଛି ଯେଉଁଥିରେ ଖାଦ୍ୟ ସୁରକ୍ଷା, ପ୍ୟାକେଜିଂ, ରଦ୍ଦିଷ୍ଟିକୁ ଏବଂ ଯୋଗାଣ ଶୃଙ୍ଖଳାର ପ୍ରବନ୍ଧନରେ ଅଭୂତପୂର୍ବ ପ୍ରଗତି ଆଣି ପହ‌ଞ୍ଚାଇଛି | କମର୍ସରେ ଆସିଥିବା ଜନ୍ନତି ଏବଂ ଉପରୁଖି ନିମନ୍ତେ ପ୍ରସ୍ତୁତ (ଲେଖି ଟୁଇଟ୍) ତ‌ଥା ସୁବିଧାଜନକ ଖାଦ୍ୟ ପଦାର୍ଥମାନଙ୍କର ବନ୍ଧିତ ଚାଢିବା ଏହି କ୍ଷେତ୍ରର ବିକାଶ ପାଇଁ ନୂଆ ନୂଆ ମାର୍ଗ ଉନ୍ମୋଚନ କରିଛି । ସେଥୁ ନିମନ୍ତେ ଏହି କ୍ଷେତ୍ର ନିର୍ଦ୍ଦେଶକ ତଥା ଉଦ୍ୟୋଗୀମାନଙ୍କ ପାଇଁ ନୂଆ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଖାଦ୍ୟ ପ୍ରସଂସ୍କରଣ କ୍ଷେତ୍ରର ସାମଗ୍ରିକ ସହାୟତା ଯୋଗାଇ ଦିଆଯାଇଓ୍ୱା କାରଣରୁ, ଖାଦ୍ୟ ପ୍ରସଂସ୍କରଣ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଏଫପିଆଇ) ଏହିଭଳି ଅନେକ ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରଦର୍ଶନ କରିଛରି ଯାହା ପରିବର୍ତନ ଘଟାଇବା ଏବଂ ଏକ ମଜଭୁତ ଇକୋସିଷ୍ଟମ୍‌କୁ ପ୍ରୋତ୍ସାହନ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ଇକୋସିଷ୍ଟମ୍ ସୂକ୍ଷ୍ମ, ଲଘୁ, ମଧ୍ୟମ ଏବଂ ବୃହତ୍ ଉଦ୍ୟୋଗମାନଙ୍କୁ ନବସୃଜନ, ନିବେଶ ଏବଂ ସମାଯୋଜନକୁ ପ୍ରୋତ୍ସାହିତ କରିଆସୁଛି । ପ୍ରଧାନମନ୍ତ୍ରୀ ବିଜ୍ଞାନ ସମ୍ପଦା ଯୋଜନା (ପିଏମକେଏସୱାଲ) ନାମକ ପ୍ରମୁଖ ଯୋଜନା ଫଳରେ କୃଷିକ୍ଷେତଠାରୁ ନେଇ ଆଇଟଲେଟ୍‌ ପର୍ଯ୍ୟନ୍ତ ସକ୍ରିୟ ତଥା କୁଶଳ ବଣ୍ଟନ ଶୃଙ୍ଖଳାର ପ୍ରବନ୍ଧନ କରିବା ସହିତ ଆଧୁନିକ ଭିରିଭୂମି ଢାଞ୍ଚାର ବିକାଶରେ ମଧ୍ୟ ମହତ୍ତ୍ବପୂର୍ଣ ଭୂମିକା ନିର୍ବାହ କରୁଛି ।

ଏହିସବୁ ପ୍ରଯାସଗୁଡ଼ିକ ଫଳରେ କେବଳ ଫସଲ କଟା ପରବର୍ତ୍ତୀ ସମୟରେ ହେଉଥୁବ କ୍ଷତିକୁ ହ୍ରାସ କରାଯାଇ ପାରିନାହିଁ ଅପର ପକ୍ଷେ, ରପ୍ତାନୀ କ୍ଷମତାରେ ସୁଦ୍ଧା ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିପାରିଛି। ଏହା ବ୍ୟତୀର ଉତ୍ପାଦନ ସହିତ ସମ୍ପର୍କୀତ ପ୍ରୋତ୍ସାହନ ଯୋଜନା (ପିଏଲଆଲଏମ) ଭାରତର ଖାଦ୍ୟ ପ୍ରସଂସ୍କରଣ ଉଦ୍ୟୋଗର ବିକାଶ ଏବଂ ପ୍ରତିସ୍ପର୍ଷାମୂଳତାକୁ ବୃଦ୍ଧି କରିବା ଦିଗରେ ଏକ ପ୍ରମୁଖ ପ୍ରୟାସ । ମନ୍ତ୍ରଣାଳୟ ଦେଶରେ ସୂକ୍ଷ୍ମ ଖାଦ୍ୟ ପ୍ରସଂସ୍କରଣ ଉଦ୍ୟମଗୁଡ଼ିକର ସ୍ଥାପନା/ ଉନ୍ନତିକରଣ ନିମନ୍ତେ ଆର୍ଥିକ, ପ୍ରଯୁକ୍ତିଗତ ତଥା ବ୍ୟାବସାୟିକ ସହାୟତା ଯୋଗାଇ ଦିଆଯାଇଥିବା କାରଣରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରସଂସ୍କରଣ ଉଦ୍ୟମମାନଙ୍କ ଔପଚାରିକୀକରଣ ଯୋଜନା (ପିଏମଏଫଏମଲ)କୁ ମଧ୍ୟ କାର୍ଯ୍ୟକାରୀ କରିଛନ୍ତି । ଧୂର୍ତ୍ତ ଫୁଡ ଇଣ୍ଡିଆ : ବୈଶ୍ୱଳ ସ୍ତରରେ ଫୁଡ ବାସ୍କେଟ ଭାବରେ ଭାରତ ମୁଣ୍ଡ ଟେକୁଛି ଖାଦ୍ୟ ପ୍ରସଂସ୍କରଣ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ପରିବହିତ ‘ୱାର୍ଚ୍ଚ ଫୁତ, ଇଣ୍ଡିଆ’କୁ ବୈଶ୍ୱିକ ସ୍ତରରେ ଏକ ଖାଦ୍ୟ ପ୍ରସଂସ୍କରଣ କେନ୍ଦ୍ର ଭାବରେ କରା କରିବା ଦିଗରେ ଭାରତର ପ୍ରତିବଦ୍ଧତାକୁ ପ୍ରମାଣସିଦ୍ଧ କରିଛି । ଏହି ବାର୍ଷିକ ଉସ୍ତବ ଏକ ଏଭଳି ବୈଶ୍ବିକ ମଞ୍ଚ ଭାବରେ କାର୍ଯ୍ୟ କରୁଛି, ଯାହା ଖାଦ୍ୟ ମୂଲ୍ୟ ଶୃଙ୍ଖକାର ବିଭିନ୍ନ କ୍ଷେତ୍ରରେ ସମର୍ପିତ ହିତଧାରକମାନ‌ଙ୍କୁ ନିଜ ସାଥରେ ଗ୍ରହଣ କରିପାରିଛି । ପାରସ୍ପରିକ ସହଯୋଗକୁ ପ୍ରୋସାହନ ପ୍ରଦାନ ଫଳରେ ଏ ସମ୍ପର୍କୀତ ଜ୍ଞାନ ମଧ୍ୟ ଉପଯୁକ୍ତ ଭାବରେ ବଣ୍ଟନ ହୋଇପାରୁଛି ଏବଂ ସେହି ପ୍ରକ୍ରିୟାକୁ ସରକାର ପ୍ରୋତ୍ପାଦନ ଯୋଗାଇଛନ୍ତି । ଏହିସବୁ କାର୍ଯ୍ୟକ୍ରମ ଭାରତକୁ ବୈଶ୍ଵଳ ଖାଦ୍ୟ ପ୍ରସଂସ୍କରଣ କ୍ଷେତ୍ରରେ ଏକ ପେଣ୍ଠସ୍ଥଳୀ ରୂପେ ଭରା କରିବା ଲକ୍ଷ୍ୟ ହାସଲ କରିବା ଦିଗରେ ଏହାକୁ ପର୍ଯ୍ୟାପ୍ତ ପ୍ରୋସାହନ ମିଳିପାରୁଛି । ଏହି ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ୨୦୨୪ ମସିହା ସେପ୍ଟେମ୍ବର ୧୯ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆୟୋଜନ କରାଯାଇଛି । ପୂର୍ବବର୍ତ୍ତୀ ସଂସ୍କରଣମାନଙ୍କର ସଫଳତାକୁ ଆଗକୁ ବଢ଼ାଇ ନେବା ସହିତ, ଚଳିତ ବର୍ଷ କରାଯାଇଥିବା ଆନ୍ଦୋଳନର ଲକ୍ଷ୍ୟ ଅପେକ୍ଷାକୃତ ଅଧୂକ ବଡ଼ ଏବଂ ପ୍ରଭାବଶାଳୀ କାର୍ଯ୍ୟକ୍ରମର ସଂଚାଳନ କରୁଛି ଯାହା ନେଟୱାକି- ଏବଂ ସହଯୋଗକୁ ଅଦ୍ୱିତୀୟ ଅବସର ପ୍ରଦାନ କଲେ । ମନ୍ତ୍ରଣାଳୟ ପକ୍ଷରୁ ବୈଶ୍ୱଳ ନିବେଶକ, ବ୍ୟାବସାୟିକ ଜଗତର ଅଗ୍ରଣୀ ହସ୍ତୀମାନେ,

ଖାଦ୍ୟ ପ୍ରସଂସ୍କରଣ କମ୍ପାନୀଗଣ, ରପ୍ତାନୀକାରୀ, ଆମଦାନୀକାରୀ, ନବନ୍ବେଷକ ତ‌ଥା ସରକାରୀ ପ୍ରତିନିଧୁମାନଙ୍କୁ ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମରେ ସାମିଲ କରାଯିବା ଏବଂ ଭାରତର ବିଶା। ଖାଦ୍ୟ ବଢାଇ ତଥା ଆର୍ଥିକ ଅବସରମାନଙ୍କରୁ ଲାଭ ଉଠାଇବା ନିମନ୍ତେ ଆମନ୍ତ୍ରିତ କରୁଛି । ସ୍ୱଗୁଁ ଫୁର୍‌ ଇଣ୍ଡିଆ ୨୦୨୪ରେ ପେଟ୍ ଫୁଚ୍, ଏଚଆରଇସିଏ (ହୋଟେଲ, ରେସ୍ତୋରାଁ ଏବଂ କେଟଗାଁ) ଏବଂ ଫସଲ କଟା ପରବର୍ତ୍ତୀ (ପୋଷ୍ଟ ହାର୍ଭେକ୍ସ୍) ଉପଯୋଗରେ ଭବିଷ୍ୟତରଯଜପାର୍ଟି ସହିତ କେତେଗୁଡ଼ିଏ ନୂତନ କ୍ଷେତ୍ରକୁ ସମର୍ପିତ ବିଶେଷ ଖଣ୍ଡ ସାମିଲ ହୋଇପାରିବ। ଏହି ନୂତନ ସମାବେଶ ଖାଦ୍ୟ ଉଦ୍ୟୋଗ କ୍ଷେତ୍ରରେ ମୁଣ୍ଡ ଟେକୁଥିବା ପରିଦୃଶ୍ୟକୁ ପ୍ରଦର୍ଶନ କରିବା ସହିତ ବିବିଧ କିଷମର ନିବେଶ ଓ ନବାଗାରକୁ ଆକର୍ଷିତ କରିବା ହେଉଛି ଏହାର ଉଦ୍ଦେଶ୍ୟ । ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ୟୋଗ ଜଗତର ଦିନ‌ଧାରକାମାନଙ୍କ ମଧ୍ୟରେ ଜ୍ଞାନ ଓ ଅନୁରଟି ନିମମୟ କରିବା ଏବଂ ସହଯୋଗର ସୁବିଧା ନିମନ୍ତେ ନିଜାଇନ ପ୍ରସ୍ତୁତ କରାଯିବ । ସେଥ‌ିପାଇଁ ନିବିଧ ଡିଜାଇନ ମାନ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ପ୍ରସଙ୍ଗଗତ ଅଧିବେଶନ ଶୃଙ୍ଖଳାର ଆୟୋଜନ କରାଯିବ । ସେଥୁ ମଧ୍ୟରେ ମୁଖ୍ୟ ପ୍ରସଙ୍ଗମାନ ରହିବ ଆବଶ୍ୟକ ପ୍ୟାକେଜିଂ ପ୍ରାଦ୍ୟୋଗିକ ସଂସ୍ଥାମାନଙ୍କ ମଧ୍ୟରେ ସହଯୋଗ, ଖାଦ୍ୟହାନିକୁ ନ୍ୟୁନତମ କରିବା, ମୂଲ୍ୟକୁ ଅଧ‌ିକତମ କରିବା, ଖାଦ୍ୟ ସାମଗ୍ରୀ ଏବଂ ବ୍ୟାପାର ପ୍ରସଙ୍ଗରେ ବୈପ୍ଳବିକ ପରିବର୍ତନ ଆଣିବା। ଏହି ଅଧିବେଶନରେ ବିଶେଷଜ୍ଞମାନଙ୍କ ଦ୍ୱାରା ସମସ୍ୟାଗୁଡ଼ିକର ସମାଧାନ କରାଯିବା ଏବଂ ସର୍ବୋତ୍ତମ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ମତ ଆଦାନ ପ୍ରଦାନ କଥା ପୋଷଣୀୟ ବିକାଶ ନିମନ୍ତେ ଉପଯୁକ୍ତ ରଣନୀତିର ସନ୍ଧାନ କରିବା ନିମନ୍ତେ ଏକ ମଞ୍ଚର ସୁଯୋଗ ଯୋଗାଇବ । ଏହାକୁ ସମାନାନ୍ତର, ରିଭର୍ସ ୱେର ସେଲର ମିଟ୍ ଆନ୍ତର୍ଜାତୀୟ କ୍ରେତା ତଥା ଭାରତୀୟ ବିକ୍ରେତାମାନଙ୍କ ମଧ୍ୟରେ ସିଧାସଳଖ କଥାବାର୍ତ୍ତାକୁ ସମ୍ଭବପର କରାଇବ। ଏଥି ସହିତ ବଢାଇ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ପହ‌ଞ୍ଚାଇବା ବ୍ୟବସ୍ଥାକୁ ସ୍କୁଲଜ କରିବା ତ‌ଥା ନୂଆ ନୂଆ ସହ‌ଯୋଗିତାକୁ ପ୍ରୋତ୍ସାହିତ କରିବା । ଉପରୋଗ ପ୍ରସଙ୍ଗମାନଙ୍କ ବ୍ୟତୀତ, ଭାରତୀୟ ଖାଦ୍ୟ ସଂରକ୍ଷଣ ଏବଂ ମାନଙ୍କ ପ୍ରାଧୁକରଣ ଦ୍ବାରା ଆୟୋଜି ଟେଲିକ ଖାଦ୍ୟ ନିୟାମକ ଶିଖର ବଳନୀର ଆୟୋଜନ ୱାର୍ଚ୍ଚ ଫୁଳ ଘଣ୍ଡିଆ ସହିତ କରାଯାଇଛି । ଏହି ଶିଖର ସମ୍ମିଳନୀର ଉଦ୍ଦେଶ୍ୟ ହେଲା ଖାଦ୍ୟ ସୁରକ୍ଷା, ଗୁଣବତ୍ତା ଏବଂ ନବାଳାର ସହିତ ସମର୍ପିତ ମହତ୍ତ୍ଵପୂର୍ଣ ସମସ୍ୟାଗୁଡ଼ିକର ସମାଧାନ ହେତୁ ବୈଶ୍ୱକ ଖାଦ୍ୟ ନିୟାମକମାନଙ୍କ ମଧ୍ୟରେ ନିରନ୍ତର କଥାବାର୍ଷା ଏବଂ ସହ‌ଯୋଗକୁ ପ୍ରୋତ୍ସାହିତ କରିବା । ଖାଦ୍ୟ ପ୍ରସଂସ୍କାରଣ ଉଦ୍ୟୋଗ ମନ୍ତ୍ରଣାଳୟ ଏଭଳି ଏକ ଜୀବନନ୍ତ ଏବଂ ସୁଦୃଢ଼

ଖାଦ୍ୟ ପ୍ରସଂସ୍କରଣ କ୍ଷେତ୍ରକୁ ସମ୍ପ୍ରସାରିତ କରିବା ନିମନ୍ତେ ପ୍ରତିବଦ୍ଧ ଯାହା କେବଳ ଭାରତରେ ଆର୍ଥିକ ସମୃଦ୍ଧିରେ ଯୋଗଦାନ ଦେବନାହିଁ, ଅପରପକ୍ଷେ ଦେଶର ସାଧାରଣ ଜନତାଙ୍କ କଲ୍ୟାଣଙ୍କୁ ମଧ୍ୟ ସୁନିଶ୍ଚିତ କରିବ । ଏଥି ସହିତ ଆମେ ଏଇକି ଏକ ଭବିଷ୍ୟତର ନିର୍ମାଣ କରିପାରିବା, ଯେଉଁଠାରେ ନିକଶିତ ଭାରତର ଆଶା, ଆକାଙ୍କ୍ଷା ଏବଂ ଏକ ଆମ୍ବନିର୍ଭର ରାଷ୍ଟ୍ରର ସ୍ବପ୍ନକୁ ସାକର କରିବାକୁ ମଧ୍ୟ ଦେଶ ସକ୍ଷମ ହୋଇପାରିବ । ଏହା ବ୍ୟତୀତ ଭାରତ ଖାଦ୍ୟ ପ୍ରସଂସ୍କରଣ କ୍ଷେତ୍ରରେ ବିଶ୍ବର ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ନିଜକୁ ଉପସ୍ଥାପିତ କରିପାରିବ।

ଶ୍ରୀମତୀ ଅନୀତ ପ୍ରବୀଣ ସଟିବ,

ଖାଦ୍ୟ ପ୍ରସଂସ୍କରଣ ଉଦ୍ୟୋଗ ମନ୍ତ୍ରଣାଳୟ

Leave a Reply

Your email address will not be published. Required fields are marked *