September 19, 2024

ଆସୋସିଏଟ ପ୍ରଫେସର ନିଲମ୍ବିତ

1 min read

ଭୁବନେଶ୍ୱର : ପ୍ରଫେସର ନିଲମ୍ବିତ | ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଆସୋସିଏଟ ପ୍ରଫେସରଙ୍କୁ ନିଲମ୍ବନ କଲେ କୁଳପତି | ICC ରିପୋର୍ଟ ଆଧାରରେ ନିଲମ୍ବନ କରାଯାଇଛି | ଏହାସହିତ ତାଙ୍କୁ ହେଡ଼ କ୍ୱାର୍ଟର ଛାଡି ନ ଯିବାକୁ ନିର୍ଦେଶ ଦିଆଯାଇଛି | ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ନିଲମ୍ବନ କରାଯାଇଛି |

Leave a Reply

Your email address will not be published. Required fields are marked *