September 7, 2024

ନିର୍ବାଚନ ଡ୍ୟୁଟିରେ ଯାଉଥିବାଗାଡି ଦୁର୍ଘଟଣାଗ୍ରସ୍ତ: ୯ ମହିଳା ପୁଲିସ ଆହତ

1 min read

ଭୁବନେଶ୍ବର: ନିର୍ବାଚନ ଡ୍ୟୁଟିରେ ଯାଉଥିବା ଏକ ପୁଲିସ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାର ଖବର ମିଳିଛି। ଏହି ଦୁର୍ଘଟଣାରେ ୯ ଜଣ ମହିଳା ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ବାଣୀବିହାର ସତସଙ୍ଗ ପାର୍କ ଆଗରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସମସ୍ତ ଆହତ ମହିଳା ପୁଲିସଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *