ପୁଣି ରାଜ୍ୟରେ ବର୍ଷା ସମ୍ଭାବନା : ୨୮ ଓ ୨୯ରେ କିଛି ଜିଲ୍ଲାରେ ବର୍ଷିବ
1 min readଭୁବନେଶ୍ବର: ୨୮ ଓ ୨୯ ତାରିଖରେ ଉତ୍ତର ଓ ଉତ୍ତର ପଶ୍ଚିମ ଓଡିଶାରେ ବର୍ଷା ସମ୍ଭାବନା ରହିଛି। ବର୍ଷାରେ ପୂର୍ବରୁ ଫସଲ ନଷ୍ଟ ଚାଷୀଙ୍କ ସମସ୍ୟା ବଢ଼ାଇଥିବାବେଳେ, ଆଉ ଏକ ବର୍ଷା ଆଶଙ୍କା ଚିନ୍ତା ବଢ଼ାଇ ଦେଇଛି। ଆଜି ଶୁଖିଲା ପାଗ ପରିଲକ୍ଷିତ ହେଉଛି। କିନ୍ତୁ କାଲିଠାରୁ ପାଗ ବଦଳିବ।
୨୮ ଓ ୨୯ ତାରିଖରେ ଉତ୍ତର ଓ ଉତ୍ତର ପଶ୍ଚିମ ଓଡିଶାରେ ବର୍ଷା ସମ୍ଭାବନା ରହିଛି। ବର୍ଷାରେ ପୂର୍ବରୁ ଫସଲ ନଷ୍ଟ ଚାଷୀଙ୍କ ସମସ୍ୟା ବଢ଼ାଇଥିବାବେଳେ, ଆଉ ଏକ ବର୍ଷା ଆଶଙ୍କା ଚିନ୍ତା ବଢ଼ାଇ ଦେଇଛି। ଆଜି ଶୁଖିଲା ପାଗ ପରିଲକ୍ଷିତ ହେଉଛି। କିନ୍ତୁ କାଲିଠାରୁ ପାଗ ବଦଳିବ।
ସୂଚନାଯୋଗ୍ୟ, ଦୁର୍ବଳ ହୋଇଛି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ସକ୍ରିୟ ଥିବା ଓ୍ବେଲମାର୍କ ଲୋପ୍ରେସ ବା ସଦୃଶ ଲଘୁଚାପ। ଫଳରେ ପାଗ ବଦଳିଛି। ଓ୍ବେଲମାର୍କ ଲୋପ୍ରେସର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଥିଲା। ଏବେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି।