ରେଳବାଇର ଉତ୍ତରପଶ୍ଚିମ ଜୋନରେ ୧୭୯୧ଟି ‘ଆପ୍ରେଣ୍ଟିସ୍’ ପଦବୀ ପାଇଁ ଆବେଦନ ଜାରି
1 min readଭାରତୀୟ ରେଳବାଇ ପକ୍ଷରୁ ଉତ୍ତରପଶ୍ଚିମ ରେଳ (ଏନଡବ୍ଲ୍ୟୁଆର) ଜୋନରେ ଅନେକ ଆପ୍ରେଣ୍ଟିସ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଠାରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୧,୭୯୧ଟି ପଦବୀ ପୂରଣ ହେବ।
ଏହି ପଦବୀ ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ଡିସେମ୍ବର ୧୦ ଆବେଦନର ଶେଷ ତାରିଖ।