October 18, 2024

ସେପ୍ଟେମ୍ବର ୨୭ରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

1 min read

ଭୁବନେଶ୍ୱର : ସେପ୍ଟେମ୍ବର୨୭ରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ। ସମନ୍ୱୟ କମିଟି ସଦସ୍ୟ, ବରିଷ୍ଠ ନେତା ଓ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିବେ ବିଜେଡି ସୁପ୍ରିମୋ । ଦଳର ଆଗାମୀ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବ ରଣନୀତି । କେଉଁ ପ୍ରସଙ୍ଗରେ ତୃଣମୂଳ ସ୍ତରକୁ ଯିବ ଦଳ ହେବ ଆଲୋଚନା । ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ସୂଚନା ।

ଆସନ୍ତା ୨୭ ତାରିଖ ଶୁକବ୍ରାର ଶଙ୍ଖ ଭବନରେ ଏକାଠି ହେବେ ବିଜେଡିର ସବୁ ବରିଷ୍ଠ ନେତା ଓ ଜିଲା ସଭାପତି। ନିର୍ବାଚନ ପରାଜୟର କାରଣ ଖୋଜିବା ସହ ଦଳକୁ କିପରି ପୂର୍ବପରି ସୁଦୃଢ କରିହେବ ସେନେଇ ଆଲୋଚନା ହେବ। ତେବେ ଦଳରେ ଅନ୍ତ କନ୍ଦଳ ବଢୁଥିବାରୁ ଦଳକୁ କିପରି ସୁଦୃଢ କରାଯିବ ଏନେଇ ଅଣ୍ଟା ଭିଡିଛନ୍ତି ନବୀନ ପଟ୍ଟନାୟକ। ଏଥିପାଇଁ ନଭେମ୍ବର ୨୭ରୁ ଜିଲାକୁ ଜିଲା ଗସ୍ତ କରିବେ ନବୀନ।

Leave a Reply

Your email address will not be published. Required fields are marked *