ପିସିସି ସଭାପତିଙ୍କୁ କାଳିମାଡ଼ କରିଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ
1 min read![](https://www.dinalipi.in/wp-content/uploads/2024/06/pcc.jpg)
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ କରିଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ |ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ଥିବା ତାଙ୍କ ଚାମ୍ବରରେ ବସିଥିବା ସମୟରେ କିଛି ଯୁବକ ସେଠାରେ ତାଙ୍କୁ କାଳିମାଡ଼ କରିଛନ୍ତି |ଏହା ସହ କଂଗ୍ରେସ ଭବନ ବାହାରେ ତାଙ୍କ ବିରୋଧରେ ନାରାବାଜି କରୁଥିବାର ଦେଖାଯାଇଥିଲା |ତେବେ ନିର୍ବାଚନ ପରିଚାଳନାରେ ଅନିୟମିତତା ଅଭିଯୋଗରେ ଅସନ୍ତୁଷ୍ଟ ଗୋଷ୍ଟି କାଳିମାଡ଼ କରିଥିବା ଜଣାଯାଇଛି |