October 18, 2024

ରାଜ୍ୟରୁ ହଟିଲା ୫ଟି ବ୍ୟବସ୍ଥା

1 min read

ଭୁବନେଶ୍ୱର : ରାଜ୍ୟରୁ ହଟିଲା ୫ଟି ବ୍ୟବସ୍ଥା | ୫ଟି ଓ ‘ମୋ ସରକାର’ ବନ୍ଦ ହୋଇଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାକୁ କୁହାଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସଚିବଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।

ଓଡ଼ିଶାରେ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ବୃତ୍ତିଗତ ଓ ବ୍ୟାବହାରିକ ପରିବର୍ତନ ପାଇଁ ନବୀନ ସରକାର ଆରମ୍ଭ କରିଥିଲେ ‘ମୋ ସରକାର’। ୫-ଟି ଭଳି ‘ମୋ ସରକାର’ ଲୋକଙ୍କଠାରୁ ସିଧାସଳଖ ମତାମତ ନେଇ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସମାଧାନ କରାଯାଉଥିଲା।

Leave a Reply

Your email address will not be published. Required fields are marked *